‘ଆପଣଙ୍କ ପାଖରୁ ଗୋଟିଏ ଲାଇକ୍‌ ପାଇଁ ଯୋଗ୍ୟ ନୁହେଁ କି?’ ସଲମାନ୍‌ଙ୍କୁ ଟୁଇଟ୍‌ କରି ଟ୍ରୋଲ୍‌ ହେଲେ ସାଂସଦ ଅନୁଭବ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସା˚ସଦ ଅନୁଭବ ମହାନ୍ତିଙ୍କ ଏକ ଟୁଇଟ୍‌ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଅଭିନେତାରୁ ନେତା ପାଲଟିଥିବା ଅନୁଭବ କିଛି ନା କିଛି କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବାବେଳେ ଏଥର ଟୁଇଟର‌୍‌ରେ ବଲିଉଡ୍‌ ସୁପରଷ୍ଟାର‌୍‌ ସଲମାନ୍‌ ଖାନ୍‌ଙ୍କଠୁ ଗୋଟିଏ ଲାଇକ୍‌ ପାଇଁ କାକୁତିମିନତି ହୋଇ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଏଥିପାଇଁ ବିଭିନ୍ନ ସାମାଜିକ ଗଣମାଧୢମରେ ତାଙ୍କୁ ଲୋକହସା ହେବାକୁ ପଡ଼ିଛି। ସା˚ସଦ ଅନୁଭବ ଜିମ୍‌ରେ ଅଭ୍ୟାସ … Continue reading ‘ଆପଣଙ୍କ ପାଖରୁ ଗୋଟିଏ ଲାଇକ୍‌ ପାଇଁ ଯୋଗ୍ୟ ନୁହେଁ କି?’ ସଲମାନ୍‌ଙ୍କୁ ଟୁଇଟ୍‌ କରି ଟ୍ରୋଲ୍‌ ହେଲେ ସାଂସଦ ଅନୁଭବ